ପାକିସ୍ତାନରୁ ଚୀନ୍‌ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ

ନୂଆଦିଲ୍ଲୀ: ପାକିସ୍ତାନରୁ ତେଜଷ୍କ୍ରିୟ ସାମଗ୍ରୀ ନେଇ ଚୀନ୍‌ ଅଭିମୁଖେ ଯାଉଥିବା ‌ଗୋଟାଏ ପଣ୍ୟବାହୀ ପୋତକୁ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ କରାଯାଇଥିବା କଥା ଶୁକ୍ରବାର ଦିନ ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି। ଆଦାନୀ ବନ୍ଦର ରିଲିଜ୍ କରିଥିବା ବିବୃତି ଅନୁସାରେ, ‘ଅଘୋଷିତ ବିପଜ୍ଜନକ ମାଲ୍‌’ ରହିଥିବା ସନ୍ଦେହ କରି କେତେଗୁଡ଼ିଏ ବାକ୍ସରେ ଭର୍ତ୍ତି ହୋଇଥିବା ଏହି ପଣ୍ୟଗୁଡ଼ିକୁ ‘କଷ୍ଟମ୍ସ୍‌’ ଓ ‘ଡିଆର୍‌ଆଇ’ ଟିମ୍ ମିଳିତ ଭାବେ ଗୋଟାଏ ବିଦେଶୀ ପୋତରୁ … Continue reading ପାକିସ୍ତାନରୁ ଚୀନ୍‌ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ